Breaking PLUSଓଡ଼ିଶାମୁଖ୍ୟ ଖବର

ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ଅରୁଣାଞ୍ଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ

ଅଯୋଧ୍ୟା- ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ନିଜ କ୍ୟାବିନେଟର ସହଯୋଗୀ ମନ୍ତ୍ରୀ, ବିଧାୟକ ଏବଂ ମୁଖ୍ୟ ଅଧିକାରୀଙ୍କ ସହ ଚାର୍ଟଡ ପ୍ଲେନରେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ମହର୍ଷି ବାଲ୍ମିକର ଏୟାରପୋ୍ଟରେ ଓହ୍ଲାଇବା ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହୀ ତାଙ୍କର ସ୍ୱାଗତ କରିଥିଲେ ।
ସେଠାରୁ ସେ ଶ୍ରୀରାମ ଜନ୍ମଭୂମି ମନ୍ଦିର ଯାଇ ରାମଲଲାଙ୍କ ଦର୍ଶନ କରିବେ ।

Show More

Related Articles

Back to top button