Breaking PLUSଦେଶମୁଖ୍ୟ ଖବର

କିଙ୍ଗ ଚାର୍ଲସ ତୃତୀୟଙ୍କ ଆଶୁ ଆରୋଗ୍ୟ କାମନା କଲେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନାଇଟେଡ କିଙ୍ଗଡମର କିଙ୍ଗ୍ ଚାର୍ଲ୍ସ ତୃତୀୟଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ, ମୁଁ ଭାରତର ଲୋକଙ୍କ ସହିତ ମିଳିତ ଭାବେ ମହାମହିମ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।
ଏଠାରେ ଉଲ୍ଲେଖନୀୟ ବକିଂହାମ ପ୍ୟାଲେସ ପକ୍ଷରୁ ସୋମବାର କୁହାଯାଇଥିଲେ ଯେ, ବ୍ରିଟେନ କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ କ୍ୟାନସର ହୋଇଛି । ତାଙ୍କର ଟ୍ରିଟମେଣ୍ଟ ଚାଲିଛି ।

Show More

Related Articles

Back to top button