ଅପରାଧଆଇନ କାନୁନଓଡ଼ିଶା

ଯାଞ୍ଚ ହେଲା ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି,୫ବର୍ଷରେ ୩୦ କୋଟି ସମ୍ପତ୍ତି

ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ଯାଞ୍ଚ । ୫ବର୍ଷରେ ଅର୍ଜିଛନ୍ତି ୩୦ କୋଟି ସମ୍ପତ୍ତି । ବିଭିନ୍ନ ସ୍ଥାନରେ ରହିଛି ଅମାପ ଅମାପ ସମ୍ପତ୍ତି । ପାହାଳରେ ରହିଛି ଫାର୍ମ ହାଉସ୍‌ । ଭୁବନେଶ୍ୱର ସତ୍ୟବିହାରରେ ରହିଛି ଆଲିସାନ୍‌ କୋଠା । ଯେଉଁଥିରେ ବିଦେଶୀ ଘରସଜା ସାମଗ୍ରୀ ସହ ଲକ୍ଷାଧିକ ଟଙ୍କାର ଫର୍ଣ୍ଣିଚର ମଧ୍ୟ ରହିଛି। ଲକ୍ଷ ଲକ୍ଷ ଟଙ୍କାର ଇଣ୍ଟେରିୟର ଡିଜାଇନ୍‌ ଦେଖିବାକୁ ମିଳିଛି।

ସେହିପରି କଳାହାଣ୍ଡି କେସିଙ୍ଗାରେ ରହିଛି ଦାମୀ କୋଠା। ଏହାସହ ଅନେକ ସ୍ଥାନରେ ତାଙ୍କର ସମ୍ପତ୍ତି ଥିବା ପୋଲିସ ଜାଣିବାକୁ ପାଇଛି।

Show More

Related Articles

Back to top button