Breaking PLUSଦେଶମୁଖ୍ୟ ଖବର

24ଘଣ୍ଟାରେ ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ, ତୀବ୍ରତା 4.6

କାବୁଲ- ଆଫଗାନିସ୍ତାନରେ 24ଘଂଟାରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ଆଜି ସ୍ଥାନୀୟ ସମୟ ଅନୁସାରେ ସକାଳ 5.11 ବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.6 ରେକର୍ଡ ହୋଇଛି । ନୂଆଦିଲ୍ଲୀର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାପୂର୍ବରୁ କାଲି ସକାଳ ସ୍ଥାନୀୟ ସମୟାନୁସାରେ 5.44 ବେଳେ ରିକ୍ଟର ସ୍କେଲରେ 4.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

Show More

Related Articles

Back to top button