Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟା ଧ୍ୟାମ ଷ୍ଟେସନରୁ ଗଡ଼ିଲା ଅମୃତ ଭାରତ ଓ ବନ୍ଦେ ଭାରତ ଟ୍ରେନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପୁନର୍ବିକଶିତ ଅଯୋଧ୍ୟା ଧ୍ୟାମ ଷ୍ଟେସନରୁ ୨ଟି ଅମୃତ ଭାରତ ଓ ୬ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ନୂଆ ଅମୃତ ଭାରତ ଟ୍ରେନ ଦରଭଙ୍ଗା-ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ ଅମୃତ ଭାରତ ଏକ୍ସପ୍ରେସ ଏବଂ ମାଲଦା ଟାଉନ-ସାର ଏମ ଵିଶେସ୍ୱାରାୟ ଟର୍ମିନସ ଅମୃତ ଭାରତ ଏକ୍ସପ୍ରେସ ଭାବେ ଚଳାଚଳ କରିବ।

Show More

Related Articles

Back to top button