ଦେଶସ୍ୱତନ୍ତ୍ର

କ୍ଷତି ସହୁଛି ଆମାଜନ,ଆଗାମୀ ମାସ ସୁଦ୍ଧା ଭାରତରେ ବନ୍ଦ ହୋଇପାରେ ଫୁଡ ଡେଲିଭରି ବିଜନେସ

ବର୍ତ୍ତମାନ କ୍ଷତି ଉପରେ କ୍ଷତି ସହୁଛି ଆମେରିକା କମ୍ପାନୀ ଆମାଜନ । ଗତ କିଛିଦିନ ହେବ କମ୍ପାନୀରେ ଛଟେଇ କରାଯାଉଥିବାବେଳେ ପୁଣି ଏକ ଖବର ସାମ୍ନାକୁ ଆସିଛି । ଆଗାମୀ ମାସ ଭିତରେ ଭାରତରେ ବନ୍ଦ କରିପାରେ ଫୁଡ ଡେଲିଭରି ବିଜନେସ ।

ଆମାଜନର ର ଏକ ରେଷ୍ଟୁରାଣ୍ଟ ପାର୍ଟନର କହିଛନ୍ତି ଯେ, ଆମାଜନ ୨୯ ଡିସେମ୍ବରରେ ଭାରତରେ ତାର ଫୁଡ ଡେଲିଭରୀ କାରବାର ବନ୍ଦ କରିବ ବୋଲି । ଏନେଇ ଇକୋନୋମିକ ଟାଇମ୍ସର ରିପୋର୍ଟରୁ ଜଣାପଡିଛି ।

ସେହିପରି ଆଉ ଏକ କଥା ଶୁଣିବାକୁ ମିଳୁଛି ଯେ ଆମାଜନ ତାର ଇ-ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ ଭାରତରେ ବନ୍ଦ କରିବାକୁ ଯାଉଛି ।

ମିଳିଥିବା ସୂଚନାଅନୁସାରେ ଗତମାସରେ ଆମାଜନ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି । ଆଉ ଆମାଜନର ସୂଚନାମୁତାବକ ଏଥିରେ କୌଣସି ଭାରତୀୟ ସାମିଲ ନାହାନ୍ତି ।

Show More

Related Articles

Back to top button