ଦେଶସ୍ୱତନ୍ତ୍ର

ଏଣିକି କାର୍‌ରେ ସିଟ୍‌ ବେଲ୍ଟ ବାଧ୍ୟତାମୂଳକ,ନହେଲେ ଗଣିବେ ତଣ୍ଡ

କାର୍‌ରେ ସିଟ୍‌ ବେଲ୍ଟ ହେଲା ବାଧ୍ୟତାମୂଳକ । ଏଣିକି ବାଧ୍ୟତାମୂଳକ ହେବ କାର୍‌ରେ ବସୁଥିବା ଲୋକଙ୍କ ପାଇଁ ସିଟ୍‌ ବେଲ୍ଟ । ଯଦି ଏହି ନିୟମ ଉଲଂଘନ କରାଯାଏ ତାହାଲେ ୧୦୦୦ଟଙ୍କା ହେବ ଜରିମାନା । ଏ ନେଇ କମିଶନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ବିଭାଗ ।

ସେହିପରି ଯେଉଁ ଗାଡିରେ ୮ରୁ କମ୍‌ ସିଟ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

Show More

Related Articles

Back to top button