Breaking PLUSବଲିଉଡମନୋରଞ୍ଜନ

ରିଲିଜ ହେଲା ଫିଲ୍ମ ସୂର୍ଯ୍ୟବଂଶୀ’ର ନୂଆ ଟ୍ରାକ୍ ‘ନା ଜା’

ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ସୂର୍ଯ୍ୟବଂଶୀର ନୂଆ ଟ୍ରାକ୍ ”ନା ଜା” ର ଟିଜର ରିଲିଜ୍ ହୋଇଯାଇଛି । ଏହା ସହିତ ଟ୍ରାକ୍ ଟି କେବେ ରିଲିଜ୍ ହେବ ତାର ତାରିଖ ମଧ୍ୟ ଘୋଷଣା ହୋଇଛି ।

ଏହି ଟିଜର୍ ଭିଡିଓକୁ ଅକ୍ଷୟ କୁମାର ନିଜ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ସେୟାର୍ କରିଛନ୍ତି । ଟ୍ରାକ୍ ଟିର ଟିଜର୍ ରେ ଅକ୍ଷୟ ଓ କଟ୍ରିନାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଭିଡିଓଟି ସାମନାକୁ ଆସିବା ପରଠାରୁ ଏହି ଗୀତର ଟିଜରକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଫ୍ୟାନ୍ସଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି । ଗୀତଟି ନଭେମ୍ବର ୫ ତାରିଖରେ ରିଲିଜ୍ ହେବ । ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅକ୍ଷୟ ଏହି ସୂଚନା ଦେଇଛନ୍ତି ।

Show More

Related Articles

Back to top button