Breaking PLUSଦେଶମୁଖ୍ୟ ଖବର

ପଶ୍ଚିମବଙ୍ଗରେ ଇଡି ପରେ ଏବେ ଏନଆଇଏ ଟିମ ଉପରକୁ ଆକ୍ରମଣ, ଗାଡି ଉପରକୁ ପଥରମାଡ, ଦୁଇ ଅଧିକାରୀ ଆହତ

କୋଲକାତା- ପୂର୍ବ ମେଦିନୀପୁରର ଭୂପତିନଗରରେ ହୋଇଥିବା ବିସ୍ଫୋରଣ ତଦନ୍ତ ପାଇଁ ପହଂଚିଥିବା ଏନଆଇଏ ଟିମ ଉପରେ ଶନିବାର ଉପଦ୍ରବକାରୀମାନେ ଆକ୍ରମଣ କରିଛନ୍ତି । ଏନଆଇଏ ଅଧିକାରୀଙ୍କ କାର ଉପରକୁ ପଥର ମାଡ କରିଛନ୍ତି, ଯେଉଁଥିରେ ଦୁଇ ଅଧିକାରୀ ଆହତ ହୋଇଛନ୍ତି । ଏହାପୂର୍ବରୁ ଜାନୁୟାରୀ 5ରେ ଉତ୍ତର 24 ପ୍ରଗଣାର ସନ୍ଦେଶଖାଲିରେ ତୃଣମୂଳ କଂଗ୍ରେସ ନେତା ଶାହଜହାଁଙ୍କ ଘର ତଲାସୀ ସମୟରେ ଇଡି ଟିମ ଉପରକୁ ତୃଣମୂଳ ନେତାଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button