Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ଏକାଧିକ ବିବାହ କରି ବନ୍ଧା ହେଲେ ଆଉ ଜଣେ ରସିକିଆ ଡାକ୍ତର

ତୃତୀୟ ପତ୍ନୀଙ୍କ ଅଭିଯୋଗ ପରେ ମହିଳା ଥାନା ପୁଲିସ ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କରିଛି ।

ଭୁବନେଶ୍ୱର : ଆଉ ଜଣେ ରସିକିଆ ଡାକ୍ତରଙ୍କୁ ବାନ୍ଧିଛି ମହିଳା ଥାନା ପୁଲିସ। ଏକାଧିକ ଝିଅଙ୍କୁ ବିବାହ କରି ଠକିବା ଅଭିଯୋଗରେ କଟକ ଏସ୍‌ସିବି ମେଡିକାଲ୍‌ର ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ ପାହାଳ ନିକଟରୁ ତାଙ୍କୁ ଗିରଫ କରିଛି । କଟକ ଏସ୍‌ସିବି ମେଡିକାଲ୍‌ର ଡାକ୍ତର ଆଶିଷ ପଟ୍ଟନାୟକ ଏବେ ସୁଦ୍ଧା ୪ ଜଣଙ୍କୁ ବିବାହ କରିସାରିଛନ୍ତି। ଏନେଇ ତୃତୀୟ ପତ୍ନୀଙ୍କ ଅଭିଯୋଗ ପରେ ମହିଳା ଥାନା ପୁଲିସ ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କରିଛି । ପାହାଳ ନିକଟସ୍ଥ ଏକ ହସ୍ପିଟାଲରୁ ତାଙ୍କୁ ଗିରଫ କରାଯାଇଛି । ତେବେ ଡାକ୍ତରଙ୍କ ବିରୋଧରେ ମିଛ ବାହାଘର ଯୋଗେ ପତ୍ନୀଙ୍କୁ ଠକିଥିବା ଅଭିଯୋଗ ରହିଛି ।

Show More

Related Articles

Back to top button