ଦେଶ ବିଦେଶରାଜନୀତି

ପ୍ରକାଶ ପାଇଲା ଏଡିଆର ରିପୋର୍ଟ

76 ଏମପି ଓ 296 ବିଧାୟକଙ୍କ ବିରୁଦ୍ଧରେ ରହିଛି ଅପରାଧିକ ମାମଲା

ଏଡିଆରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ 67 ଏମପି ଓ 296 ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଯଦି ଏସବୁ ପ୍ରମାଣିତ ହୁଏ ତା’ହେଲେ ଏମାନେ ସମସ୍ତେ ଅଯୋଗ୍ୟ ଘୋଷିତ ହେବା ଥୟ । ଲୋକ ପ୍ରତିନିଧି ଅଧିନିୟମରେ ଧାରା 8 ର ଉପଧାରା(1), (2) ଏବଂ (3) ଅନୁସାରେ ସେମାମଙ୍କୁ 6 ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରାଯାଇପାରେ । ବିହାରରେ ସର୍ବାଧିକ 54, ଓ କେରଳରେ 42 ଜଣଙ୍କ ନାମରେ ଅପରାଧିକ ମାମଲା ରହିଥିବା ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି । 2019 ରୁ 2021 ପର୍ଯ୍ୟନ୍ତ 542 ଲୋକସଭା ସଦସ୍ୟ ଏବଂ 1953 ବିଧାୟକଙ୍କ ସତ୍ୟପାଠକୁ ବିଶ୍ଳେଷଣ କରାଯାଇ ଏଡ୍ରାର ଏବଂ ନ୍ୟାଶନାଲ ଇଲେକ୍ସନ ଓ୍ୱାଚ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

Show More

Related Articles

Back to top button