ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ଶ୍ରୀକ୍ଷେତ୍ରରେ ଅଧରପଣା ନୀତି

ଶ୍ରୀକ୍ଷେତ୍ରରେ ଆଜି ଅଧରପଣା ନୀତି ଅନୁଷ୍ଠିତ । ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହେବ । ରଥ ଉପରେ ୯ଟି ମାଟି ହାଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ଏହି ପଣା ଲାଗି ହେବ । ଏହାପରେ ଅଧରପଣା ହାଣ୍ଡିକୁ  ଭାଙ୍ଗି ଚଣ୍ଡିଚାମୁଣ୍ଡା ଏବଂ ଅଶରୀରୀମାନଙ୍କ ନିମନ୍ତେ ଉତ୍ସର୍ଗ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୁଡାନ୍ତ ହୋଇଛି ।

ସେପଟେ କାଲି ନିଳାଦ୍ରୀ ବିଜେ କରିବେ ଶ୍ରୀଜିଉ ।

Show More

Related Articles

Back to top button