Breaking PLUSଦେଶମୁଖ୍ୟ ଖବର

ଉଜ୍ଜୟିନୀ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କଲେ ଅଭିନେତ୍ରୀ ମାହିରା ଶର୍ମା

ଭୋପାଳ, 5 ଜାନୁୟାରୀ – ବଲିଉଡ ଅଭିନେତ୍ରୀ ମାହିରା ଖାନ ଶୁକ୍ରବାର ସକାଳେ ଉଜ୍ଜୟିନୀର ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି । ମାହିରା ଶର୍ମା ମହାକାଳ ମନ୍ଦିରରେ ନନ୍ଦୀ ନିକଟରେ ପ୍ରାୟ 2ଘଣ୍ଟା ଧରି ରହିଥିଲେ ।
ମାହିରା ଭଗବାନ ମହାକାଳଙ୍କ ଭକ୍ତିରେ ଲୀନ ହୋଇଥିବା ଦେଖିବାକୁ ମିଳିଥିଲା । ବାବା ମହାକାଳଙ୍କ ଦର୍ଶନ କରେ ପରେ ଅଭିଭୂତ ହୋଇପଡିଥିବା କହିଛନ୍ତି । ପ୍ରଥମ ଥର ଏଠାକୁ ଆସି ତାଙ୍କୁ ବେଶ୍ ଭଲ ଲାଗିଥିବା ସେ କହିଛନ୍ତି ।
ମାହିରା ଅନେକ ସିରିୟଲରେ କାମ କରିଥିବା ବେଳେ ରିୟାଲିଟି ଶୋ ବିଗ୍ ବସରେ ମଧ୍ୟ ନଜର ଆସିଥିଲେ । ଏହାସହିତ ଅନେକ ମ୍ୟୁଜିକ ଆଲବମରେ ବି କାମ କରିଛନ୍ତି ମାହିରା ।

Show More

Related Articles

Back to top button