ଦୁର୍ଘଟଣାଦେଶ

ବାଇକ ଓ ସ୍କୁଟିକୁ ଧକ୍କା ଦେଲା ଟ୍ରକ,୨ମୃତ ଓ ୩ଗୁରୁତର

ବାଇକ ଓ ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୧୬ନଂ ଜାତୀୟ ରାଜପଥ ସାନଘାଟିରେ । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଆହତ ୩ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣା ପରେ ଖସିବାକୁ ଉଦ୍ୟମ ବେଳେ ବଡ଼ଘାଟିରେ ଟ୍ରକ୍ ଓଲଟିପଡ଼ିଥିବାବେଳେ ସ୍କୁଟି ଏବଂ ବାଇକ ଜଳିଯାଇଛି।

Show More

Related Articles

Back to top button