Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ନିର୍ବାଚନ ପୂର୍ବରୁ ମୋକିମଙ୍କୁ ଝଟ୍‌କା

କଟକ: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି। ମୋକିମଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଭିଜିଲାନ୍ସ କୋର୍ଟ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟରେ ମୋକିମ୍‌‌ ଦୋଷୀ ସାବ୍ୟସ୍ତ ହେବା ସହ ୩ବର୍ଷ ଜେଲ ଦଣ୍ଡାଦେଶର ରାୟ ଶୁଣାଇଥିଲେ। ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୋକିମ୍‌‌।

Show More

Related Articles

Leave a Reply

Your email address will not be published. Required fields are marked *

Back to top button