Breaking PLUSଓଡ଼ିଶାମୁଖ୍ୟ ଖବର

ବଲାଙ୍ଗୀର ବସଷ୍ଟାଣ୍ଡ ନିକଟସ୍ଥ ଫଳ ମାର୍କେଟରେ ଅଗ୍ନିକାଣ୍ଡ

ବଲାଙ୍ଗୀର ବସଷ୍ଟାଣ୍ଡ ନିକଟସ୍ଥ ଫଳ ମାର୍କେଟରେ ଅଗ୍ନିକାଣ୍ଡ । ୭ଟି ଠେଲା ଜଳିଯିବା ସହ ସେଠାରେ ଥିବା ଦେଢ ଲକ୍ଷରୁ ଅଧିକ ଟଙ୍କାର ଫଳ ନଷ୍ଟ ହୋଇଛି। ସେହିପରି ନିଆଁରେ ପୋଡ଼ି ଜଣେ ଗୁରୁତର ହୋଇଥିବାର ଖବର ମିଳିଛି।

ବଲାଙ୍ଗୀର ବସଷ୍ଟାଣ୍ଡ ନିକଟସ୍ଥ ଫଳ ମାର୍କେଟରେ ଅଗ୍ନିକାଣ୍ଡ । ୭ଟି ଠେଲା ଜଳିଯିବା ସହ ସେଠାରେ ଥିବା ଦେଢ ଲକ୍ଷରୁ ଅଧିକ ଟଙ୍କାର ଫଳ ନଷ୍ଟ ହୋଇଛି। ସେହିପରି ନିଆଁରେ ପୋଡ଼ି ଜଣେ ଗୁରୁତର ହୋଇଥିବାର ଖବର ମିଳିଛି।

ସୂଚନା ଯେ, ଗୁରୁବାର ବିଳମ୍ବିତ ରାତିରେ ବଲାଙ୍ଗୀର ବସଷ୍ଟାଣ୍ଡ ନିକଟସ୍ଥ ଫଳ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିଲେ ବି କେହି ଦୁର୍ବୃତ୍ତ ଫଳ ମାର୍କେଟରେ ନିଆଁ ଲଗାଇଥିବାର ସନ୍ଦେହ କରାଯାଉଛି। ନିଆଁରେ ପୋଡ଼ି ଗୁରୁତର ହୋଇଥିବା ଲୋକର ନାଆଁ ସିଲେଟ୍ ବୋଲି ସୂଚନା ମିଳିଛି। ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Show More

Related Articles

Back to top button