Breaking PLUSଓଡ଼ିଶାମୁଖ୍ୟ ଖବର

ରେଳଧାରଣା କଡରୁ ୨ ମୃତଦେହ ଉଦ୍ଧାର

ରାଉରକେଲା ପାନପୋଷ ନକଟ ରେଳବାଇ ଓଭରବ୍ରିଜ ନିକଟରୁ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ରେଳବାଇ ପୁଲିସ ମୃତଦେହ ଉଦ୍ଧାର କରିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ।

ରାଉରକେଲା ପାନପୋଷ ନକଟ ରେଳବାଇ ଓଭରବ୍ରିଜ ନିକଟରୁ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ରେଳବାଇ ପୁଲିସ ମୃତଦେହ ଉଦ୍ଧାର କରିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନା ମୁତାବକ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ରେଳ ଧାରଣା ମଛିରେ ପଡି ରହିଥିବା ବେଳ ଆଉ ଜଣଙ୍କ ମୃତେଦହ ରଳଧାରଣା କଡରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ୨ ଅଚିହ୍ନା ଯୁବକଙ୍କୁ କେହି ହତ୍ୟା କରି ପିଙ୍ଗି ଦିଆଯାଇଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

Show More

Related Articles

Back to top button