Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧- ଏଥର ସମଗ୍ର ଦେଶକୁ ଥରାଇବ ଲାନିନା । ଲାନିନା ପ୍ରଭାବରେ ଶୀତର ପ୍ରକୋପ ଅଧିକ ରହିବ । ପ୍ରଶାନ୍ତ ମହାସାଗରରୁ ଋତୁକାଳୀନ ସୃଷ୍ଟି ହେଉଥିବା ଶୀତଳ ବାୟୁକୁ ଲାନିଲା କୁହାଯାଇଥାଏ । ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ ।

୨- ୬୭ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିତରଣ ଉତ୍ସବ । ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାତେଇଲେ କଙ୍ଗନା ରଣାୱତ । ରଜନୀକାନ୍ତଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ ।

୩- ଟି୨୦ ବିଶ୍ୱକପ୍‌ : ସ୍କଟ୍‌ଲାଣ୍ଡ ବିକ୍ଷରେ ଆଫ୍‌ଗାନିସ୍ତାନର ବିପୁଳ ବିଜୟ ।

୪- ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ବାସୀଙ୍କ ପାଇଁ ମୋଦୀଙ୍କ ବଡ ଉପହାର । ସିର୍ଦ୍ଧାଥ ନଗରରେ ୯ଟି ମେଡିକାଲ କଲେଜର କଲେ ଉଦଘାଟନ ।

୫- ଲକ୍ଷ୍ନୌ, ଅହମ୍ମଦାବାଦ ଆଇପିଏଲ୍‌ର ୨ ନୂଆ ଦଳ । ସଞ୍ଜୀବ ଗୋଏଙ୍କା ଓ ସିଭିସି ଗ୍ରୁପ ହାତକୁ ଗଲା ଦୁଇ ନୂଆ ଆଇପିଏଲ ଟିମ୍ ।

୬- ଆର୍ୟନଙ୍କ ଗିରଫ ମାମଲାରେ ସାକ୍ଷୀ ପ୍ରଭାକରଙ୍କ ଲାଞ୍ଚ ଅଭିଯୋଗ : ୱାଙ୍ଖେଡେଙ୍କ ବିରୋଧରେ ତଦନ୍ତ ନିର୍ଦେଶ ।

୭- ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର, ନଭେମ୍ବର ୨୯ରେ ପୌର ନିର୍ବାଚନର ଚୂଡ଼ାନ୍ତ ବିଜ୍ଞପ୍ତି ।

୮- ୩୦ ହଜାର ଟପିଲା ସିମ୍ପଲ୍‌ ୱାନର ପ୍ରି ବୁକିଂ, ସିଙ୍ଗଲ୍‌ ଚାର୍ଜରେ ଦୌଡ଼ିବ ୨୩୬ କି.ମି. ।

୯- ମମିତା ମେହେର ହତ୍ୟା ମାମଲା : ଗୋବିନ୍ଦକୁ ହାଜତକୁ ପଠାଇଲା ପୋଲିସ, ଉତ୍ତରାଞ୍ଚଳ ଡିଆଇଜିଙ୍କ ସୂଚନା ।

୧୦- ୧୯ମାସ ପରେ ସ୍କୁଲକୁ ଆସିଲେ ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀ ।

୧୧- କାଶ୍ମୀରରେ ଶାହାଙ୍କ ଉପସ୍ଥିତି ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣ, ଗ୍ରେନେଡ୍‌ ମାଡକରି ଉଡାଇଦେଲେ ପୋଲିସ ପୋଷ୍ଟ ।

୧୨- ମମିତାଙ୍କ ମୃତ୍ୟୁ ପରେ ଖୋଲିଲା ମହାଲିଙ୍ଗ କଲେଜ । ଆରମ୍ଭ ହେଲା ପାଠପଢା, ହେଲେ ଟିସି ନେବାକୁ ଲାଗିଲା ଭିଡ ।

୧୩- ଲଞ୍ଚ ପୂର୍ବରୁ ମିଳିଲା JioPhone Nextର ଝଲକ ।

Show More

Related Articles

Back to top button