ବଜେଟ ଅଧିବେଶନର ତୃତୀୟ ଦିନ : ଗୃହରେ ପ୍ରବଳ ହଟ୍ଟଗୋଳ
ବଜେଟ୍ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହ ପୁଣି ଚାଲି ପାରିନାହିଁ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ଫ୍ଲାକାର୍ଡ ଦେଖାଇ ଉଭୟ ଦଳର ବିଧାୟକ ଗୃହରେ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ବିଧାନସଭାକୁ ୧୧ଟା ୩୦ ଯାଏ ମୁଲକବି ଘୋଷଣା କରିଛନ୍ତି ।

ଗତକାଲି ମଧ୍ୟ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଗୃହକୁ ବାଚସ୍ପତି ବାରମ୍ବାର ମୁଲତବି କରିବା ସହ ସର୍ବଦଳୀୟ ବୈଠକ ବସିଥିଲା । ବାଚସ୍ପତିଙ୍କ ରୁଲିଂ ଅନୁସାରେ ଆଜି ସମବାୟ ମନ୍ତ୍ରୀ ମଣ୍ଡିରୁ ଧାନ ଉଠିବା ନେଇ ଗୃହରେ ବିବୃତି ରଖିଥାନ୍ତେ । ତେବେ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଲୋଚନା ହୋଇ ପାରିନାହିଁ ।
ଗୃହର ସମସ୍ତ କାର୍ଯ୍ୟ ବାତିଲ୍ କରି ୧୧୧ (ବି) ଅନୁସାରେ ମୋସନ୍ ଆକାରରେ ଚାଷୀ ପ୍ରସଙ୍ଗ ଗୃହରେ ଆଲୋଚନା କରାଯାଉ ବୋଲି ବିଜେପି ବିଧାୟକ ମୋହନ ମାଝି ଦାବି କରିଛନ୍ତି । ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକରେ ଟୋକନ ସମସ୍ୟା ଯୋଗୁଁ ଧାନ ମଣ୍ଡିରୁ ଉଠି ନପାରିବାରୁ ଚାଷୀ ଆତ୍ମହତ୍ୟା କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
Furthermore, there are plenty of helpful user reviews and comments posted on the web, but read on…. The first concern we found was more than a few users reporting some adverse reactions. viagra malaysia Although I have all of the side effects.
The lounge car on the Spirit of Queensland tilt train. viagra tablets Phone 07 Email reservations crisps.