ଓଡ଼ିଶା

ସୁସ୍ଥ ହେଲେ ୬୯୧ କରୋନା ଆକ୍ରାନ୍ତ

ରାଜ୍ୟରେ ଧିରେ ଧିରେ କମୁଛି କରୋନା ପ୍ରକୋପ । ଆଶ୍ୱସ୍ତିକର ଖବର ହେଉଛି, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ସୁସ୍ଥତା ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୬୯୧ ଜଣ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏଯାଏଁ ମୋଟ ୧୦ ଲକ୍ଷ ୧୩ ହଜାର ୮୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।

Show More

Related Articles

Back to top button