ମୁଖ୍ୟ ଖବର

କୋଭିସିଲ୍ଡକୁ ଅଷ୍ଟ୍ରେଲିଆର ସ୍ୱୀକୃତି

କୋଭିସିଲ୍ଡ ଟିକାକୁ ଅଷ୍ଟ୍ରେଲିଆର ସ୍ୱୀକୃତି । ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ନିର୍ମିତ ଟିକା କୋଭିସିଲ୍ଡ କୁ ଅଷ୍ଟ୍ରେଲିଆ ସ୍ୱୀକୃତି ଦେଇଛି । ଅଷ୍ଟ୍ରେଲିଆ ଶୁକ୍ରବାର ଦିନ କୋଭିସିଲ୍ଡ କୁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏକ ‘ସ୍ୱୀକୃତିପ୍ରାପ୍ତ ଟିକା’ ଭାବରେ ଘୋଷଣା କରିଛି ।

Show More

Related Articles

Back to top button