Breaking PLUSଦେଶମୁଖ୍ୟ ଖବର

ଦେଶରେ 24ଘଣ୍ଟାରେ 602 ନୂଆ ମାମଲା, 5 ମୃତ

ନୂଆଦିଲ୍ଲୀ, 3 ଜାନୁୟାରୀ – ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି । ଗତ 24ଘଣ୍ଟାରେ 602 ମାମଲା ସାମ୍ନାକୁ ଆସିଛି । ସେହିପରି 5ଜଣଙ୍କର ମୃତ୍ୟୁ ହୋଇଛି । ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଦେଶରେ 722ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ 4440 ଆକ୍ଟିଭ କେସ୍ ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ମହାରାଷ୍ଟ୍ରରେ କରୋନାର ନୂଆ ମାମଲା ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନାରେ 5ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ 2ଜଣ କେରଳ, ଜଣେ କର୍ଣ୍ଣାଟକ, ଜଣେ ପଞ୍ଜାବ ଓ ଜଣେ ତାମିଲନାଡୁର ବୋଲି ଜଣାପଡିଛି ।

Show More

Related Articles

Back to top button