Breaking PLUSଓଡ଼ିଶାମୁଖ୍ୟ ଖବର

ସୁନ୍ଦରଗଡରେ ବଡ ଦୁର୍ଘଟଣା, 5ମୃତ

ସୁନ୍ଦରଗଡ- ସୁନ୍ଦରଗଡରେ ବଡଧରଣର ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ୫ଜଣଙ୍କ ମୃତ ହୋଇଥିବା ବେଳେ ୨ ଗୁରୁତର ହୋଇପଡିଛନ୍ତି । ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ଦୁର୍ଘଟଣା ଘଟିଛି । ଅଟୋକୁ ଧକ୍କା ଦେଇଥିଲା ଟ୍ରକ୍‌ । ୨ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button