Breaking PLUSଦେଶମୁଖ୍ୟ ଖବରରାଜନୀତି

ଚଳିତ ଶୀତ ଅଧିବେଶନରୁ ରାଜ୍ୟସଭାର 45 ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ- ଲୋକସଭା ପରେ ରାଜ୍ୟସଭାରୁ ମଧ୍ୟ ସୋମବାର ବହୁ ସଂଖ୍ୟାରେ ସାଂସଦଙ୍କୁ ଚଳିତ ଅଧିବେଶନରୁ ସସପେଣ୍ଡ କରାଯାଇଛି ।କଂଗ୍ରେସ ନେତା ଜୟରାମ ରମେଶ, ରଣଦୀପ ସିଂହ ସୁରଜେୱାଲା, କେସି ବେଣୁଗୋପାଳଙ୍କ ସହିତ 45ଜଣ ସାଂସଦ ଅଛନ୍ତି । ଶୁକ୍ରବାର ରାଜ୍ୟସଭାରୁ ଜଣେ ସାଂସଦଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଜି 45ଜଣ ସଦସ୍ୟଙ୍କୁ ସସପେଣ୍ଡ କରାଯାଇଛି । ଏହାକୁ ମିଶାଇ ରାଜ୍ୟସଭାରୁ 46ଜଣ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରାଯାଇଛି ।

Show More

Related Articles

Back to top button