Breaking PLUSଦେଶମୁଖ୍ୟ ଖବର

କୋର୍ଟରେ ଏଏସଆଇ ପକ୍ଷରୁ ଜ୍ଞାନବାପି ସର୍ଭେ ରିପେର୍ଟ ଦାଖଲ

ବାରଣାସୀ- ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ (ଏଏସଆଇ) ଜ୍ଞାନବାପୀ ମସଜିଦ ପରିସରରେ ହୋଇଥିବା ସର୍ଭେର ରିପୋର୍ଟ ସୋମବାର ବନ୍ଦ ଲଫାପାରେ ଜିଲ୍ଲା ଜଜ ଡକ୍ଟର ଅଜୟ କୃଷ୍ଣଙ୍କ ସ୍ୱତନ୍ତ୍ର ଅଦାଲତାରେ ଦାଖଲ କରିଛି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଡିସେମ୍ବର 21 ତାରିଖରେ ହେବ । କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିବା ପୂର୍ବରୁ ବିରୋଧୀ ପକ୍ଷ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ ଆବେଦନ କରିଥିଲା ଯେ, ସତ୍ୟପାଠ ବିନା କୌଣସି ରିପୋର୍ଟକୁ ସାର୍ବଜନୀନ କରିବାକୁ ଅନୁମତି ଦିଆନଯାଉ ।

Show More

Related Articles

Back to top button