ବାଣିଜ୍ୟ

350 ccର ୪ଟି ନୂଆ ବାଇକ୍‌ ଲଞ୍ଚ କରିବ Royal Enfield, ଜାଣନ୍ତୁ କଣ ରହିବ ଫିଚର୍ସ ?

ସମସ୍ତ ଏଲ୍‌ପିଜି ଗ୍ରାହକଙ୍କୁ ଖୁଚୁରା ଦରରେ ଗ୍ୟାସ୍‌ କିଣିବାକୁ ପଡ଼ିବ । କିନ୍ତୁ ସରକାର ସବ୍‌ସିଡି ରାଶି ଗ୍ରାହକଙ୍କ ଖାତାକୁ ସିଧାସଳଖ ଛାଡ଼ିବେ । ସରକାରଙ୍କ ତରଫରୁ ପ୍ରତି ଗ୍ରାହକଙ୍କୁ ବର୍ଷକୁ ୧୨ଟି ୧୪.୨ କେଜିର ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ମିଳୁଛି ।

ନ୍ୟୁ ଜେନେରେସନ୍‌ ରୟାଲ ଏନଫିଲ୍ଡ ବୁଲେଟ ୩୫୦ ନୂଆ ପ୍ଲାଟଫର୍ମ ଆଧାରିତ। ଏହାର ଡିଜାଇନ୍‌ ଏବଂ ମେକାନିଜମ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି। ମଡେଲ୍‌ରେ ନୂଆ ୩୫୦ ସିସି ଇଞ୍ଜିନ୍‌ ମିଳିବ। ଯାହାକି ୨୦.୨ ବିଏଚପି ପାଓ୍ବାର ଏବଂ ୨୭ ଏନଏମ ଟର୍କ ଜେନେରେଟ୍‌ କରିବ। ରିପୋର୍ଟ ଅନୁସାରେ, ରୋଡଷ୍ଟରର ନାଁ RE Hunter 350 ରହିବ। ଏହାର ଅଧିକାଂଶ ଡିଜାଇନ୍‌ Meteor ଭଳି ରହିବ। କିନ୍ତୁ ଏହାର ଓଜନ Meteorଠୁ କମ୍‌ ରହିବ।

ରୟାଲ ଏନଫିଲ୍ଡ Scram 411 ନାମର ବ୍ୟବହାର ଆସିବାକୁ ଥିବା ହିମାଳୟାନ୍‌ ଉପ​‌ରେ ଆଧାରିତ ସ୍କ୍ରାମ୍ବଲର ମୋଟର ସାଇକେଲ୍‌ ପାଇଁ ହୋଇପାରେ। ଏହି ଆଡଭେଞ୍ଚର ବାଇକ୍‌ ଅନ୍ୟ ରୟାଲ ଏନଫିଲ୍ଡ ବାଇକ୍‌ ତୁଳନାରେ ଶସ୍ତା ରହିବ।ଆସିବାକୁ ଥିବା RE Bobber ମୋଟର ସାଇକେଲ୍‌ ନୂଆ କ୍ଲାସିକ୍‌ ୩୫୦ ଉପରେ ଆଧାରିତ। ବାଇକ୍‌ରେ ବବର ଷ୍ଟାଇଲ୍‌ ହେଡଲାବର, ସିଙ୍ଗଲ ସିଟ୍‌ ୟୁନିଟ୍‌ ଏବଂ ହ୍ବାଇଟ୍‌ ବଲ୍‌ ଟାୟାର ରହିବ। ଏହାର ଷ୍ଟାଇଲ୍‌ ଏବଂ ଡିଜାଇନ୍‌ ୨୦୧୯ରେ ବଜାରକୁ ଆସିଥିବା KX 838 ଠାରୁ ପ୍ରେରିତ ହୋଇପାରେ। ବାଇକ୍‌ରେ Meteor ଭଳି ୨୦.୨ ବିଏଚପି ୩୫୦ ସିସି ଇଞ୍ଜିନ୍‌ ଦିଆଯିବାକୁ ଥିବା ବେଳେ ଏହା ଅନ୍ୟ ବାଇକ୍‌ ଠାରୁ ମହଙ୍ଗା ହେବ।

Show More

Related Articles

Back to top button