Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ମୃତ୍ୟୁହାରରେ ଲାଗୁନି ବ୍ରେକ୍, ଗତ ୨୪ ଘଣ୍ଟାରେ ୨୧ ଜଣ ରୋଗୀଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ଓଡିଶାର ୧୪ ଜିଲ୍ଲାରୁ ୨୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ଓଡିଶାର ୧୪ ଜିଲ୍ଲାରୁ ୨୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି।

ଚାରିଜଣ କଳାହାଣ୍ଡି ଜିଲ୍ଲାର ହୋଇଥିବାବେଳେ ସୁନ୍ଦରଗଡ, ଅନୁଗୁଳ, ଭଦ୍ରକ ଏବଂ କଟକରୁ ଦୁଇଜଣ ଲେଖାଁଏ ଓ ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୂଆପଡା ଏବଂ ପୁରୀ ଜିଲ୍ଲାରୁ ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି ।

Show More

Related Articles

Back to top button