Breaking PLUSଓଡ଼ିଶାମୁଖ୍ୟ ଖବର

ଆଉ ୧୧୮ ଲୋବାଇଲ୍ ଆପ୍ ବ୍ୟାନ୍ କରିବାକୁ ନିର୍ଦେଶ

ଭାରତ ସରକାର ପୁଣି ଥରେ ଆଉ ୧୧୮ ମୋବାଇଲ ଆପ୍ କୁ ବ୍ୟାନ କରିଛି । ଭାରତ ସରକାର କହିଛନ୍ତି ଏହି ସବୁ ଆପ ମାନେ ଭାରତ ଓ ଏହାର ନାଗରିକ ମାନଙ୍କ ସର୍ବଭୌମତ୍ୱ ଓ ଅଖଣ୍ଡତାକୁ ଖଣ୍ଡନ କରୁଥିବା କହିଛନ୍ତି ।

ଭାରତ ସରକାର ପୁଣି ଥରେ ଆଉ ୧୧୮ ମୋବାଇଲ ଆପ୍ କୁ ବ୍ୟାନ କରିଛି । ଭାରତ ସରକାର କହିଛନ୍ତି ଏହି ସବୁ ଆପ ମାନେ ଭାରତ ଓ ଏହାର ନାଗରିକ ମାନଙ୍କ ସର୍ବଭୌମତ୍ୱ ଓ ଅଖଣ୍ଡତାକୁ ଖଣ୍ଡନ କରୁଥିବା କହିଛନ୍ତି । ତେଣୁ ଭାରତୀୟଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଏହି ଆପ୍ ମାନଙ୍କ ମଧ୍ୟରେ ପପ୍-ଜୀ, ୱି ଚାର୍ଟ ୱାର୍କ, ଗେମ୍ ଅଫ ସୁଲତାନ ଭଳି ଅନେକ ଆପ କୁ ଭାରତ ସରକାରଙ୍କର ସାଇବର ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଗୃହ ବିଭାଗ ପକ୍ଷରୁ ମଧ୍ୟ ଏହି ସବୁ ଆପ୍ ମାନଙ୍କୁ ବ୍ଲକ କରିବା ପାଇଁ କୁହାଯାଇଛି ।

 

Show More

Related Articles

Back to top button