Breaking PLUSଓଡ଼ିଶାମୁଖ୍ୟ ଖବର

ୟେଲୋ ୱାର୍ଣ୍ଣିଂରେ୨୧ ଜିଲ୍ଲା, ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି

ଭୁବନେଶ୍ୱର , ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି । ଏନେଇ ୨୧ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ବରଗଡ, ସୁନ୍ଦରଗଡ,ଝାରସୁଗୁଡା, ନୂଆପଡା ,ନବରଙ୍ଗପୁର ,ବଲାଙ୍ଗିର କଳାହାଣ୍ଡି ,ରାୟଗଡା ,ମାଲକାନଗିରି,କୋରାପୁଟ,ସୋନପୁର, ଗଜପତି ,କନ୍ଧମାଳ ,ବୌଦ୍ଧ ,ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ ,କେନ୍ଧୁଝର ,ମୟୁରଭଞ୍ଜ ,ବାଲେଶ୍ବର ଓ ଭଦ୍ରକକୁ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି ।

Show More

Related Articles

Back to top button