Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦରେ ଖୋଲା ରହିଛି ୨୨ଟି ଗେଟ୍

ଆଜି ହୀରାକୁଦ ଡ୍ୟାମର ୨ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଡ୍ୟାମର ଜଳ ଧାରଣା କ୍ଷମତା ୬୩୦ ଫୁଟ ରହିଛି । ଡ୍ୟାମରେ ଜଳସ୍ତର ଏବେ ୬୨୪.୮୯ ଫୁଟ ରହିଛି ।

ସମ୍ବଲପୁର ,ଆଜି ହୀରାକୁଦ ଡ୍ୟାମର ୨ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଡ୍ୟାମର ଜଳ ଧାରଣା କ୍ଷମତା ୬୩୦ ଫୁଟ ରହିଛି । ଡ୍ୟାମରେ ଜଳସ୍ତର ଏବେ ୬୨୪.୮୯ ଫୁଟ ରହିଛି । ହାରୀକୁଦ ଡ୍ୟାମକୁ ୩ଲକ୍ଷ ୧୦ ହଜାର ୦୧୨ କ୍ୟୁସେକ ଜଳ ପ୍ରବେଶ କରୁଛି । ଡ୍ୟାମରୁ ବର୍ତ୍ତମାନ ୩ଲକ୍ଷ ୮୩ ହଜାର ୪୭୧ କ୍ୟୁସେକ ଜଳ ନିଷ୍କାସନ ହେଉଛି । କଟକ ମୁଣ୍ତଳିରେ ୭ଲକ୍ଷ ୪୮ ହଜାର ୫୦୮ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେଣୁ  ରାଜ୍ୟରେ ବନ୍ୟା ସ୍ଥିତି ଉପରେ ସରକାରଙ୍କ ପକ୍ଷରୁ ନଜର ରଖାଯାଇଛି ।ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲାପାଳମାନେ ଆଲର୍ଟ ରହିଛନ୍ତି ।

Show More

Related Articles

Back to top button