Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀରୁ 11 ଆନ୍ତଃଜିଲ୍ଲା ଡକାୟତ ଗିରଫ

ପୁରୀ- ପୁରୀ ଜିଲାର ଅସ୍ତରଙ୍ଗ, ବଳଙ୍ଗା ଓ କୋଣାର୍କ ଥାନା ଅଞ୍ଚଳରେ ଡକାୟତି କରି ଆତଙ୍କ ସୃଷ୍ଟି କରିଥିବା ଏକ ଆନ୍ତଃଜିଲା ଡକାୟତ ଗୋଷ୍ଠୀର ୧୧ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ପୁରୀ ପୁଲିସକୁ ସଫଳତା ମିଳିଛି। ସେମାନଙ୍କ ଠାରୁ ୪୬୨ ଗ୍ରାମ ସୁନା ଅଳଙ୍କାର, ୫୬୬ ଗ୍ରାମ ରୂପା ଅଳଙ୍କାର, ୧୮ ଲକ୍ଷ ୧୬ ହଜାର ଟଙ୍କା, ୨ଟି ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ୭ଟି ଜୀବନ୍ତ ବୋମା, ୧୬ଟି ଖଣ୍ଡା, ଗୋଟିଏ ଲୁହା ରଡ, ଡକାୟତିରେ ବ୍ୟବହାର କରାଯାଇଥିବା ଏକ ବାଇକ, ଗୋଟିଏ ସ୍କର୍ପିଓ ଗାଡି ଆଦିକୁ ପୁଲିସ ଜବତ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button