Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରବଳ ଶୀତରେ ଥରୁଛି ସାରା ରାଜ୍ୟ

ଦିନକୁ ଦିନ ପାରଦ ଖସିବାରେ ଲାଗିଛି

ପ୍ରବଳ ଜାଡରେ ଥରୁଛି ସାରା ଓଡିଶା। କନ୍ଧମାଳ ଦାରିଙ୍ଗବାଡି ସହ ଫୁଲବାଣୀରେ ତୁଷାରପାତ ହୋଇଥିବା ବେଳେ ୧୦ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା ରେକର୍ଡ଼ କରାଯାଇଛି।

 

winter

୪ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ୫, ଅନୁଗୁଳ ୫.୬, କୋରାପୁଟ ୭, ସୁନ୍ଦରଗଡ ୭, ଝାରସୁଗୁଡ଼ା ୭.୯, ଭବାନୀପାଟଣା ୮, କେନ୍ଦୁଝର ୮.୮, ବୌଦ୍ଧ ୯, ବାରିପଦା ୯, ବଲାଙ୍ଗୀର ୯.୨, ସୋନପୁର ୯.୪, ଭୁବନେଶ୍ୱର ୧୨.୪, କଟକ ୧୧ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି।

Show More

Related Articles

Back to top button