Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ପୁଣି ଥରେ ତିନି ଦିନ ପାଇଁ ବନ୍ଦ ହେଲା ଭିସୁଟ୍

ସମ୍ବଲପୁର ସ୍ଥିତ ବୁର୍ଲା ଭିସୁଟକୁ ପୁଣି ଥରେ ଆସନ୍ତା ୧୨ ତାରିଖ ସୋମବାର ଯାଏଁ ବନ୍ଦ ରଖା ଯାଇଛି । ପୂର୍ବ ଛୁଟି ଘୋଷଣା ଅନୁଯାୟୀ, ଶନିବାର ଓ ରବିବାର ମଧ୍ୟ ଭିସୁଟ ବନ୍ଦ ରହିବ

ସମ୍ବଲପୁର ସ୍ଥିତ ବୁର୍ଲା ଭିସୁଟକୁ ପୁଣି ଥରେ ଆସନ୍ତା ୧୨ ତାରିଖ ସୋମବାର ଯାଏଁ ବନ୍ଦ ରଖା ଯାଇଛି । ପୂର୍ବ ଛୁଟି ଘୋଷଣା ଅନୁଯାୟୀ, ଶନିବାର ଓ ରବିବାର ମଧ୍ୟ ଭିସୁଟ ବନ୍ଦ ରହିବ । କରୋନା ସଂକ୍ରମଣ ଦୂର ପାଇଁ ଭିସୁଟ ପରିସରକୁ ସାନିଟାଇଜ କରାଯିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି । ମୋଟ ୩ ଦିନ ପାଇଁ ଭିସୁଟ ବନ୍ଦ ରହିବା ନେଇ କର୍ତ୍ତୃପକ୍ଷ ଏନେଇ ଘୋଷଣା କରିଛନ୍ତି । ପୂର୍ବଭଳି ଅନଲାଇନରେ ସମସ୍ତ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ । ଏହି ବନ୍ଦ ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଭିସୁଟ୍ ପରିସରକୁ ସାନିଟାଇଜ କରାଯିବା ବୋଲି ଜଣାପଡିଛି ।

Show More

Related Articles

Back to top button