Breaking PLUSଦେଶମୁଖ୍ୟ ଖବରରାଜନୀତି

ମଙ୍ଗଳବାର ଗୌହ୍ୱାଟୀ ଗସ୍ତ କରିବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ, 12 ଫେବୃଆରୀ – ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଙ୍ଗଳବାର ଆସାମର ଗୌହ୍ୱାଟୀ ଗସ୍ତ କରିବେ । ଉପରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ସୋମବାର କୁହାଯାଇଛି ଯେ, ନିଜର ଦିନିକିଆ ଗସ୍ତରେ ଧନଖଡ ଫେବୃୟାରୀ 13ରେ ଆସାମର ସର୍ବୋଚ୍ଚ ରାଜ୍ୟ ନାଗରିକ ପୁରସ୍କାର ଆସାମ ବୈଭବ, ଆସାମ ସୌରଭ ଓ ଆସାମ ଗୌରବ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

Show More

Related Articles

Back to top button