Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାର ଲୋକପ୍ରିୟ ଅଭିନେତା ରିଚର୍ଡ ରାଉଣ୍ଡଟ୍ରିଙ୍କ ବିୟୋଗ

ଲସ ଏଞ୍ଜେଲେସ୍-ଆମେରିକାର ଲୋକପ୍ରିୟ ଅଭିନେତା ରିଚର୍ଡ ରାଉଣ୍ଡଟ୍ରିଙ୍କ ଦେହାନ୍ତ । 81 ବର୍ଷ ବୟସରେ ମଙ୍ଗଳବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରିଚର୍ଡ ଅଗ୍ନାଶୟ କ୍ୟାନସରରେ ପୀଡିତ ଥିଲେ ।
1971 ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ଶଫ୍ଟ ତାଙ୍କୁ 29 ବର୍ଷ ବୟସରେ ରାତାରାତି ଷ୍ଟାର ବନାଇ ଦେଇଥିଲା । ଏହି ଫିଲ୍ମରେ ସେ ପ୍ରାଇଭେଟ୍ ଜାସୁସ ଭୂମିକାରେ ଅଭିନୟ କରିଥିଲେ ।

Show More

Related Articles

Back to top button