Breaking PLUSଓଡ଼ିଶାମୁଖ୍ୟ ଖବର

ଗଞ୍ଜାମରେ ଅଭାବନୀୟ ଘଟଣା, ମା’କୁ ହାତୁଡିରେ ପିଟି ହତ୍ୟା କଲା ପୁଅ

ମା'କୁ ହାତୁଡିରେ ପିଟି ପିଟି ହତ୍ୟା କଲା ଜନ୍ମିତ ପୁଅ। ଗଂଜାମ କବିସୂର୍ଯ୍ୟନଗର ଥାନା ବଣପଲ୍ଲୀରେ ଘଟିଛି ଏଭଳି ଅଭାବନୀୟ ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି।

ମା’କୁ ହାତୁଡିରେ ପିଟି ପିଟି ହତ୍ୟା କଲା ଜନ୍ମିତ ପୁଅ। ଗଂଜାମ କବିସୂର୍ଯ୍ୟନଗର ଥାନା ବଣପଲ୍ଲୀରେ ଘଟିଛି ଏଭଳି ଅଭାବନୀୟ ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନାନୁସାରେ, ପୂର୍ବରୁ ମଦ ପିଇବା ପାଇଁ ବାରମ୍ବାର ମାଆ ସହ ଝଗଡ଼ା କରୁଥିଲା ପୁଅ ସନ୍ନ୍ୟାସୀ ପଲେଇ (୩୦)। ମଙ୍ଗଳବାର ବିଳମ୍ବିତ ରାତିରେ ମା’କୁ ହତ୍ୟା କରିଛି ପୁଅ । ମା’କୁ ହାତୁଡିରେ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ସରସ୍ବତୀ ପୋଲେଇ (୬୦) । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button