Breaking PLUSଦେଶମୁଖ୍ୟ ଖବର

ସୁକୁମାରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା

ସୁକୁମା, 23 ଫେବୃଆରୀ – ଛତିଶଗଡର ବସ୍ତର ନିକଟ ସୁକୁମା ଜିଲ୍ଲାରେ ଗତକାଲି ରାତିରେ କାୟର ଦୁଲ୍ଲେଡଗାଓର ଦୁଇଜଣ ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ଦୁଇଜଣଙ୍କ ମୃତଦେହ ଜବତ କରିଛି ।
ସୁକୁମା ପୋଲିସ ଅନୁସାରେ ନକ୍ସଲମାନେ ହତ୍ୟା କରିଥିବା ଦୁଇ ଗ୍ରାମବାସୀ ହେଲେ ସୋଡି ହୁଂଗା ଓ ମାଡଭି ନନ୍ଦା । ପାମେଡ ଏରିଆ କମିଟି ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି । ନକ୍ସଲମାନେ ଦୁଇ ଗ୍ରାମବାସୀଙ୍କ ମୃତ୍ୟୁ ପାଇ ବିଜେପି ସରକାରକୁ ଦାୟୀ କରିଛନ୍ତି ।

Show More

Related Articles

Back to top button