Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଜମ୍ମୁର ଡୋଡା ଜିଲ୍ଲାରୁ ଆସୁଥିବା ଏକ ବସ୍ ଦୁର୍ଘଟଣାରେ ୨୫ ଯାତ୍ରୀ ଆହାତ

ଜମ୍ମୁର ଡୋଡା ଜିଲ୍ଲାରୁ ଆସୁଥିବା ଏକ ବସ୍ ଉଦାମପୁରର ବଟ୍ଟଲ ବଲିଆ ଅଞ୍ଚଳରେ ଓଲଟି ପଡିଛି । ଯେଉଁଥିରେ ୨୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ଉଦାମପୁରର ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଜମ୍ମୁ ସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାର କାରଣ ବିଷୟରେ କୌଣସି ପ୍ରକାରର ସୂଚନା ମିଳି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ତଦନ୍ତରୁ ଯାହା ଜଣାପଡିଛି କି, ଡ୍ରାଇଭରକୁ  ନିଦ ଲାଗିଯାଇଥିବା କାରଣରୁ ବସ୍ ଉପରେ ନିୟନ୍ତ୍ରଣ ନରହିବାରୁ, ବସଟି ଦୁର୍ଘଟଣାର ଗସ୍ତ ହୋଇଛି । ହେଲେ ବର୍ତ୍ତମାନ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସୂଚନାମିଳିଛି ।

Show More

Related Articles

Back to top button