Breaking PLUSଆଇନ କାନୁନଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ଅମରନାଥ ଧାମ ଯାଉଥିବା ଯାତ୍ରୀଙ୍କ ପାଇଁ ଏବେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରଦାନ

ନୂଆଦିଲ୍ଲୀ: ଅମରନାଥ ଧାମ ଯାଉଥିବା ଯାତ୍ରୀଙ୍କୁ ଏବେ ତ୍ରି-ସ୍ତରୀୟ ସୁରକ୍ଷା ପ୍ରଦାନ କରାଯିବ । ସେହିପରି ଡ୍ରୋସ ଏବଂ ସିସିଟିଭି କ୍ୟାମେରା ଜରିଆରେ ଗତିବିଧି ଉପରେ ନଜର ରଖାଯିବ । ଏହା ବାଦ୍‌ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ଅନ୍ୟ ସମସ୍ତ ବନ୍ଦୋବସ୍ତ ମଧ୍ୟ କରାଯିବ । କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ, ବିପଦର ସମସ୍ତ ଦିଗକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ।

Show More

Related Articles

Back to top button