Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ସଂଗଠିତ ହେବ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି ସଂଗଠିତ ହେବ । ଦିନ ଗୋଟାଏ ୪ ମିନିଟରୁ ୫ଟା ୨୫ ମିନିଟ ପର୍ଯ୍ୟନ୍ତ ରହିବ । ଅପରାହ୍‌ଣ ୩ଟା ୧୩ ମିନିଟରେ ଏହା ଶୀର୍ଷରେ ରହିବ । ତେବେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଚନ୍ଦ୍ରଗ୍ରହଣକୁ ବେଶ ପ୍ରଭାବଶାଳୀ କୁହାଯାଉଛି ।

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି ସଂଗଠିତ ହେବ । ଦିନ ଗୋଟାଏ ୪ ମିନିଟରୁ ୫ଟା ୨୫ ମିନିଟ ପର୍ଯ୍ୟନ୍ତ ରହିବ । ଅପରାହ୍‌ଣ ୩ଟା ୧୩ ମିନିଟରେ ଏହା ଶୀର୍ଷରେ ରହିବ । ତେବେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଚନ୍ଦ୍ରଗ୍ରହଣକୁ ବେଶ ପ୍ରଭାବଶାଳୀ କୁହାଯାଉଛି । ତେବେ ଉପଛାୟାକୁ ଖାଲି ଆଖିରେ ସମ୍ଭବ ନୁହେଁ । ପୂର୍ବ ଗ୍ରହଣ ଠାରୁ ଆଜି ଗ୍ରହଣ ଅବଧି ଅଧିକ ରହିବ । ଭାରତର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏହା ଆଂଶିକ ଦେଖାଯିବ । ବିହାର, ଆସାମ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଦୃଶ୍ୟମାନ ହେବ । ତେବେ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକାରେ ଦୃଶ୍ୟମାନ ହେବ । ଏହା ବର୍ଷର ୪ର୍ଥ ଚନ୍ଦ୍ରଗ୍ରହଣ । ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁଆରୀ ୧୦ ତାରିଖରେ ସଂଗଠିତ ହୋଇଥିବା ବେଳେ ଦ୍ୱିତୀୟଟି ଜୁନ ୫ ତାରିଖ ଓ ତୃତୀୟଟ ଜୁଲାଇ ୪ ତାରିଖରେ ହୋଇଥିଲା ।

Tags
Show More

Related Articles

Back to top button
Close