ଓଡ଼ିଶାମୁଖ୍ୟ ଖବରରାଜନୀତି

ଆଜି ରାଜ୍ୟ କ୍ୟାବିନେଟ୍

୧୧ ପ୍ରସ୍ତାବରେ ବାଜିପାରେ ମୋହର

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ୧୧ଟି ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ମଧ୍ୟାହ୍ନ ୧୨.୩୦ରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିଡିଓ କନଫରେନ୍ସିଂରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।

କ୍ୟାବିନେଟରେ ଆସିବାକୁ ଥିବା ପ୍ରସ୍ତାବ ଉପରେ କୌଣସି ମନ୍ତ୍ରୀଙ୍କୁ ଚିଠି ପଠାଯାଇନି । ତେବେ ସୂଚନା ମୁତାବକ ଉଚ୍ଚ ଶିକ୍ଷା ବିଭାଗର ଗ୍ରାଣ୍ଟ ଇନ୍ ଏଡ୍ ବ୍ୟବସ୍ଥାର ସଂଶୋଧନ ନେଇ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି ।

Show More

Related Articles

Back to top button