Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ

ଆଜି ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । ଆଜିର ଦିନରେ ନୋମିନେସନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ ପାର୍ଥୀ ବିଜେଡି ପାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସର ଅଜିତ ମଙ୍ଗରାଜ ପାର୍ଥୀପତ୍ର ଦାଖଲ କରିବେ

ଆଜି ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । ଆଜିର ଦିନରେ ନୋମିନେସନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ ପାର୍ଥୀ ବିଜେଡି ପାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସର ଅଜିତ ମଙ୍ଗରାଜ ପାର୍ଥୀପତ୍ର ଦାଖଲ କରିବେ । ପୁର୍ବରୁ ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକ ପାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଏହାପରେ ଲଢେଇ ଆରମ୍ଭ ହେବ । ପିପିଲି ଉପ ନିର୍ବାଚନ କୁ ନେଇ ହାରଜିତର ଅଙ୍କକଷା ଚାଲିଛି । ମହାରଥୀଙ୍କ ଗଡରେ ଦଳ ଶାସନ ଗାଦି ବଜାୟ ରଖିବ ବୋଲି ନିଶ୍ଚିତ ଅଛି ବିଜେଡି ।

ଅନ୍ୟପଟେ ବିକାଶ ଓ ଶାନ୍ତି ପ୍ରତିଷ୍ଠାକୁ ବିଜେପି ମୁଦ୍ଦା କରିଥିବା ବେଳେ , ଅର୍ଥବଳ ବିନା ନିତୀ ଆଦର୍ଶରେ ନିର୍ବାଚନ ଜିତିବାକୁ ଲକ୍ଷ ରଖିଛି କଂଗ୍ରେସ ।
ଏପ୍ରିଲ ୧୭ରେ ହେବ ପିପିଲି ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ।

Show More

Related Articles

Back to top button