ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ସୁନା ଯେତେ ମୂଲ୍ୟବାନ ହଉନା କାହିଁକି ପ୍ରହାର ନଖାଇଲା ପର୍ଯ୍ୟନ୍ତ ଅଳଙ୍କାର ହୁଏନାହିଁ ।

ହରିଓମ୍ ସୁପ୍ରଭାତମ୍

ସୁନା ଯେତେ ମୂଲ୍ୟବାନ ହଉନା କାହିଁକି ପ୍ରହାର ନଖାଇଲା ପର୍ଯ୍ୟନ୍ତ ଅଳଙ୍କାର ହୁଏନାହିଁ ।

ସେହିପରି

ଜୀବନରେ ଦୁଃଖ କଷ୍ଟ ନ ଆସିଲା ପର୍ଯ୍ୟନ୍ତ ସୁଖ ଓ ଶାନ୍ତି ଆସେ ନାହିଁ, କେବଳ ଧୈର୍ଯ୍ୟ ଓ ସମୟକୁ ଅପେକ୍ଷା କରନ୍ତୁ ।

ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥

ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ

 

Show More

Related Articles

Back to top button