ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ଜୀବନରେ କର୍ମ କରି ଚାଲ

ଜୀବନରେ କର୍ମ କରି ଚାଲ, ଫଳ ଆଶା ନରଖି ଈଶ୍ବରଙ୍କ ଉପରେ ଭରସା ରଖ,।
ଜୀବନରେ ଜିତିବାକୁ ହେଲେ ସମୟର ତାଳ ଅନୁସାରେ ଲକ୍ଷ୍ୟ ରଖିବା ହିଁ ପ୍ରକୃତ ସମାଧାନ ରାସ୍ତା ।
ଠିକ୍ ରାସ୍ତାରେ ଥାଇ ଭଲ କାମ କରୁଥିବା ଲୋକ ନିନ୍ଦା ବୃଥା ଅପବାଦ ପରଚର୍ଚା କୁ ଖାତିର୍ କରିବେ ନାହିଁ ।
ଜୀବନ ମାନେ ଯନ୍ତ୍ରଣା, ବିପଦ ଆସିଲେ ଧର୍ଯ୍ୟ ର ସହ ଈଶ୍ବରଙ୍କ ଉପରେ ବିଶ୍ୱାସ ରଖ । ସମୟ ଅନୁସାରେ ସମାଧାନ ନିଶ୍ଚିତ ଭାବରେ ହେବ ।
ଆଜିର ଦିନଟି ମଙ୍ଗଳମୟ ହେଉ ।
ଜୟ ଜଗନ୍ନାଥ

Show More

Related Articles

Back to top button