ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ଈଶ୍ୱରଙ୍କ ପାଖରେ ବିଶ୍ୱାସ ରଖ ।

ଈଶ୍ୱରଙ୍କ ପାଖରେ ବିଶ୍ୱାସ ରଖ । ସମଗ୍ର ମାନବ ସମାଜକୁ ସ୍ନେହ କର ।
ମଣିଷର ବ୍ୟବହାର ନିର୍ମଳ ଦୁଗ୍ଧସଦୃଶ ହେଉ ।
ଗରିବ ଓ ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିର ସ୍ଥାନ ସ୍ବର୍ଗରେ ।
ଯିଏ ଗୁରୁଜନମାନଙ୍କୁ ସମ୍ମାନ ଦିଏ ନାହିଁ କି ଛୋଟ ପିଲାମାନଙ୍କୁ ସ୍ନେହ କରେ ନାହିଁ ତାକୁ ଭଗବାନଙ୍କ ପ୍ରାପ୍ତି ସମ୍ଭବ ହୋଇନଥାଏ ।
ଯିଏ ଅନ୍ୟ ପାଇଁ ଗାତ ଖୋଳେ ସେ ନିଜର ସେଇ ଗାତରେ ପଡେ଼ ।
ଆଜିର ଦିନଟି ମଙ୍ଗଳମୟ ହେଉ ।ଜୟ ଜଗନ୍ନାଥ

Show More

Related Articles

Back to top button