ଅନୁଚିନ୍ତାଜୀବନଚର୍ଯ୍ୟାସ୍ୱତନ୍ତ୍ର

ଆଜିର ଅନୁଚିନ୍ତା

ଜୀବନରେ ପୂର୍ଣ୍ୟ ଅର୍ଜୁନ କରିଥିବା ଲୋକ ପୃଥିବୀ ତଥା ପରଲୋକରେ ଆନନ୍ଦ ଲାଭ କରେ ।

ଜୀବନରେ ପୂର୍ଣ୍ୟ ଅର୍ଜୁନ କରିଥିବା ଲୋକ ପୃଥିବୀ ତଥା ପରଲୋକରେ ଆନନ୍ଦ ଲାଭ କରେ । ତାର ମାନବ ଜନ୍ମ ସାର୍ଥକ ହୋଇଥାଏ ।
ମୂର୍ଖ ଅସତ୍ ପଥରେ ଯାଉଥିବା ଲୋକ ସହିତ ସତ୍ ଭାବ ସ୍ଥାପନ କରିବ ନାହିଁ କିମ୍ବା ବୈବାହିକ ସମ୍ପର୍କ ରଖିବ ନାହିଁ ।
ଜିଭ ସ୍ବାଦ ଗ୍ରହଣ କଲାପରି ବୁଦ୍ଧିମାନ ଲୋକମାନେ ଞାନିମାନଙ୍କ ସଂସ୍ପର୍ଶରେ ଆସି ଅତିଶୀଘ୍ର ଞାନ ଲାଭ କରିଥାନ୍ତି ।
ସଂସାରରେ ବାରମ୍ବାର ଜନ୍ମ ଲାଭ କରିବା ଖୁବ୍ ଦୂଖଦାୟକ । ଏଥିରୁ ମୁକ୍ତି ଲାଭ କରିବା ହେଉଛି, ନିର୍ବାଣ ।
ଈଶ୍ୱର ସମସ୍ତଙ୍କର ମଙ୍ଗଳ କରନ୍ତୁ ।

Show More

Related Articles

Back to top button