
ଓମ୍
‼️ ସୁପ୍ରଭାତମ୍ ! ‼️
ଅନ୍ୟର ଭୂଲ୍ ଖୋଜୁଥୁବା ମଣିଷର ସ୍ବାଭାବ ସେହି ମାଛିପରି ହୋଇଥାଏ….
ଯିଏ କି
ମଣିଷ ଶରୀରର ସବୁଠୁ ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗକୁ ଛାଡି କେବଳ କ୍ଷତ ସ୍ଥାନରେ ହିଁ ବସିଥାଏ….
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹
ଶ୍ରୀ ଜଗନ୍ନାଥ ଶରଣଂ