Breaking PLUSଓଡ଼ିଶାମୁଖ୍ୟ ଖବର

ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ଭୁବନେଶ୍ୱର- ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଛି । ଦୀର୍ଘ ୮ ବର୍ଷ ପରେ ନୂଆପଡା ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଛି । ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ବୈଜ୍ଞାନିକ ପଦ୍ଧତି ଓ ଟ୍ରାପ୍ କ୍ୟାମେରା ସହାୟତାରେ ବାଘ ଗଣନା ହେଉଛି । ୬୦୦ ବର୍ଗ କିଲୋମିଟର ସୁନାବେଡା ଅଭୟାରଣ୍ୟରେ ବାଘ ସଂଖ୍ୟା ବଢିଥିବା ଅନୁମାନ କରାଯାଉଛି । ବାଘର ବିଭିନ୍ନ ଚଳାପଥରେ କ୍ୟାମେରା ଲଗାଇଛି ବନ ବିଭାଗ । ବାଘର ପାଦ ଚିହ୍ନ ଗଣନା କରାଯାଉଛି ।

Show More

Related Articles

Back to top button