Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଚଳିତ ମାସରେ ରାଜ୍ୟ ବଜେଟ୍ ଅଧିବେଶନ

ରାଜ୍ୟପାଳଙ୍କ ଅନୁମୋଦନ ପରେ ବସିବ ବଜେଟ୍ ଅଧିବେଶନ ।

ରାଜ୍ୟପାଳଙ୍କ ଅନୁମୋଦନ ପରେ ବସିବ ବଜେଟ୍ ଅଧିବେଶନ ।  ମାର୍ଚ୍ଚ ୩୧ ପୂର୍ବରୁ ହେବ ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯିବ । ବଜେଟ୍ ଅଧିବେଶନକୁ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗତ କାଲିଠୁ ଆରମ୍ଭ ହୋଇଛି ବିଧାନସଭା ୟୁଟ୍ୟୁବ୍ ଚ୍ୟାନେଲ ।  ପରବର୍ତ୍ତୀ ବିଧାନସଭା ଟିଭି ଆରମ୍ଭକୁ ନେଇ ବାଚସ୍ପତି ସୂଚନା ଦେଇଛନ୍ତି । ବିଧାନସଭା ଟିଭିରେ ବିଧାନସଭା ସଂକ୍ରାନ୍ତୀୟ ଖବର ପ୍ରସାରଣ ହେବ । ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।

Show More

Related Articles

Back to top button