ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ସୁ-ବିଚାର

1-ମଣିଷର ପତନ ସେହି ସମୟରୁ ଆରମ୍ଭ ହୋଇଯାଏ, ଯେବେ ସେ ଆପଣା ମଣିଷର ଅନିଷ୍ଟ ପାଇଁ ଅନ୍ୟ କଉ ପର ମଣିଷଠାରୁ ଉପାୟ ର ଆଶା ରଖିଥାଏ ।

2-ଶବ୍ଦର ଶକ୍ତିକୁ ଅବମାନନା କରନ୍ତୁ ନାହିଁ । ଏକ ଛୋଟ “ହଁ” ଏବଂ ଏକ ଛୋଟ “ନା” ସମଗ୍ର ଜୀବନକୁ ପରିବର୍ତ୍ତନ କରିଦେଇଥାଏ ।

3-ଆପଣ ଯାହା କରନ୍ତି ତାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରେ ଏବଂ ସମଗ୍ର ବିଶ୍ୱ ଯଦି କିଛି କରେ ତାହାଲେ ସେତେବେଳେ ଆପଣଙ୍କୁ ପ୍ରଭାବିତ କରେ ।

4- ଗର୍ବ ଓ ଅହଂକାର ମନୁଷ୍ୟ ର ସବୁଠାରୁ ବଡ଼ ଶତ୍ରୁ ଏହା ମନୁଷ୍ୟ କୁ ଅନ୍ଧ ବନାଇ ଦେଇଥାଏ ଫଳରେ ମନୁଷ୍ୟ ସତ୍ୟ ଓ ଧର୍ମ ଠାରୁ ଦୂରକୁ ଚାଲିଯାଇ ପତନ ବା ବିନାଶ ର ଦିଗରେ ହିଁ ଅଗ୍ରସର ହୋଇଥାଏ , ତେଣୁ ସର୍ବଦା ଗର୍ବ ଓ ଅହଂକାର ଠାରୁ ଦୁରେଇ ରହି ପ୍ରଭୂ ଙ୍କ ନିକଟରେ ଶରଣାପନ୍ନ ହେବାହିଁ ବୁଦ୍ଧିମତ୍ତା ର ପରିଚୟ ।

ଶୁଭ ସକାଳ
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 ଜୟ ଜଗନ୍ନାଥ🙏🏻

Show More

Related Articles

Back to top button